#ଅଯଥାରେ_ବଦନାମ_ହେଉଛି_ଅଜଗର
#ନନ୍ଦ_ମଉସାଙ୍କୁ_ସାପ_ଖାଇଲା_ନା_କିଏ_ମାରିଦେଲା?
ଗତ ୩ ଦିନ ତଳେ ଚନ୍ଦକା ଅଭୟାରଣ୍ୟ ଭିତରୁ ଜଣେ ମଣିଷ ଖପୁରି, କିଛି କଙ୍କାଳ ଓ ଗୋଟିଏ ସାର୍ଟ ଜବତ ହେଲା। ବାଙ୍କୀ ପୁଲିସ କହିଲା ଏ ସବୁ ନନ୍ଦ ମଉସାଙ୍କର। ହେଲେ ବନ ବିଭାଗ ସହ ଶଂସ୍ଲିଷ୍ଟ ସ୍ନେକ ହେଲ୍ପଲାଇନ୍ କହୁଛି, ଭାରତୀୟ ଅଜଗର ମଣିଷ ଖାଏନି। ଏବେ ସତ କ’ଣ ମିଛ କ’ଣ ତାକୁ ନେଇ ଆରମ୍ଭ ହୋଇଛି ସସପେନ୍ସୁ ।
#Python #Banki #SnakeHelpline #Odisha #ArgusNews