ଅର୍ଗସରେ ଖବର ପ୍ରସାରଣର ପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଆଜିଠାରୁ ବନ୍ୟା ବନ୍ଧ ରାସ୍ତା ଦେଇ ଗଡ଼ିଲା ବସ୍ । ଉପକୃତ ହେଲେ ୩୦ଟି ଗାଁ ଲୋକେ । ଅର୍ଗସ ନ୍ୟୁଜକୁ ଦେଲେ ଧନ୍ୟବାଦ ।
#Kendrapada #Rajnagar #RuningBus #ArgusPrabhav #NewsCoverage #villagersbenefited #ArgusNews