ଅର୍ଗସ ଟିଭିର ନାମ ଓ ଲୋଗୋକୁ ଅପବ୍ୟବହାର କରି ସୋସିଆଲ ମିଡିଆରେ ଅପପ୍ରଚାର କରାଯିବା ପ୍ରସଙ୍ଗ । ପାହାଳ ଫାଣ୍ଡିରେ ଅର୍ଗସ ପକ୍ଷରୁ ଏତଲା ଦାୟର କରାଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଗସ ସମ୍ପାଦକ। ସୋସିଆଲ ମିଡ଼ିଆରେ ଏପରି ଅପପ୍ରଚାର କରାଯିବା ପଛରେ ଅର୍ଗସ ଟିଭିକୁ ବଦନାମ କରିବାର ଷଡ଼ଯନ୍ତ୍ର ରହିଛି । ଯେଉଁ ବ୍ୟକ୍ତି ଏପରି କରିଛନ୍ତି, ସେ କିଏ ଓ କାହିଁକି ଏପରି କଲେ, ନା ତାଙ୍କ ଦ୍ବାରା କେହି ଏପରି କରାଇଛି ତାହା ତଦନ୍ତ ସାପେକ୍ଷ
#BBSR #PahalaPoliceStation #FIR #controversy #Odisha #ArgusNews #ArgusTV