ତିନି ଭାଇ ଭଉଣୀଙ୍କ ମା' ସାଜିଛି ଅସହାୟ ମାମା । ଏଭଳି ଶୀର୍ଷକରେ ଅର୍ଗସନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା ମେ ୩୦ରେ । ୪ ସନ୍ତାନକୁ ଛାଡି ମା' ମରିଯିବା ପରେ ୧୦ ବର୍ଷର ବଡ଼ଭଉଣୀ ମାମା କିଭଳି ନିଜର ଭଙ୍ଗା ଘରକୁ ସଜାଡ଼ିବା ପାଇଁ ସଂଘର୍ଷ କରୁଛି ।
#ArgusNews #Odisha #GoodNews #Bhubaneswar #argusimpact