#ଅର୍ଗସର_ମହାପ୍ରଭାବ
#ଶେଷରେ_ମନ୍ଦିରରୁ_ହଟିଲା_ଜବରଦଖଲ
ଅର୍ଗସର ମହାପ୍ରଭାବ । ଶେଷରେ ଖୋର୍ଦ୍ଧା ଜଟଣୀ ଗଙ୍ଗାପଡା ପଞ୍ଚାୟତରେ ଥିବା ମନ୍ଦିରରୁ ହଟିଲା ଜବରଦଖଲ । ଯାହାକୁ ନେଇ ପଞ୍ଚାୟତ ବାସୀ ବେଶ ଖୁସି ଅଛନ୍ତି । ପ୍ରଶାସନିକ ସ୍ଥାଣୁତା ଓ ଅବହେଳା ପାଇଁ ବନ୍ଦ ହୋଇ ପଡି ରହିଥିଲା ସରକାରୀ କାମ ।
#Khordha #Jatani #temple #Government #LandIssue #OdishaCM #Odisha #ArgusNews