କେନ୍ଦ୍ର ସରକାର ଆୟୁଷ ହସ୍ପିଟାଲ ପାଇଁ ନାମଞ୍ଜୁର ହୋଇଥିଲେ ସୁଦ୍ଧା 4 ବର୍ଷ ହେଲା ଗଞ୍ଜାମ ରେ ଜମି ଚିହ୍ନଟ ହୋଇପାରିଲାନାହିଁ । ବର୍ତ୍ତମାନ ଯେଉଁ ଜମି ଚିହ୍ନଟ ହୋଇଛି ତାକୁ ନେଇ ବଢୁଛି ତୀଵ୍ର ଅସନ୍ତୋଷ। ଏ ନେଇ ଗ୍ରାଉଣ୍ଡ ଜ଼ୀରୋ ରେ ଜମି ତଦାରଖ କରିଥିବା କିଛି ଆଇନଜୀବୀ ତୀଵ୍ର ଅସନ୍ତୋଷ ର ପ୍ରତିକ୍ରିୟା ସାମ୍ନା କୁ ଆସିଛି
#ArgusNews #Odisha #ArgusNewsTV #Ganjam #AyushHospital #OdishaGovt #LandIssue #argusimpact