ବାଙ୍କୀ ଡମପଡା ବ୍ଲକ ଢ଼ଅଂସର ପଞ୍ଚାୟତ ହାତୀମରା ଗ୍ରାମବାସୀ ଙ୍କ"ରାସ୍ତା ନାହିଁତ ଭୋଟ ନାହିଁ"ଭୋଟ ବର୍ଜନ ନିଷ୍ପତି ଖବର ଅର୍ଗସ ରେ ନ୍ୟୁଜ ପ୍ରସାରଣ ପରେ ଏବେ ଗାଁ ମୁହାଁ ହୋଇଛନ୍ତି ବିଭିନ୍ନ ରାଜନୀତିକ ଦଳର ପାର୍ଥୀ
#Banki #dhankesaripanchayat #Mohaprabhab #PoliticalParty #Votebarjana #Odisha #ArgusNews