ଅର୍ଗସ ନ୍ୟୁଜ ଶେଷ ଯାଏଁ ଠିଆ ହେବ ବହ୍ନି କନ୍ୟା ରୁବି କୁମ୍ଭାରଙ୍କ ସହ । ଏହି ବିଧବାଙ୍କୁ ନ୍ୟାୟ ଦେବା ପାଇଁ, ଯାହାଙ୍କ ସ୍ଵାମୀଙ୍କୁ ହାଜତରେ ପୋଲିସ ପିଟି ପିଟି ମାରି ଦେଇଥିଲା । ରାଜ୍ୟବାସୀ ବି ତାଙ୍କ ସହ ଏହି ଲଢେଇରେ ସାମିଲ ହୁଅନ୍ତୁ ଆଉ ହ୍ୟାସ୍ଟ୍ୟାଗ୍ କରନ୍ତୁ #JusticeforGobinda ।
#Bargarh #CustodialDeath #RubyKumbhar #JusticeforGobinda #ArgusNews