ପୋଲିସ ଉପରେ ଅଗାଧ ଭରସା ଥାପୁଥିବା ଜନତା ଏବେ ପୋଲିସ ଉପରୁ ସମସ୍ତେ ଆଶା ତୁଟାଇବାକୁ ବସିଛନ୍ତି । କାରଣ ସମସ୍ତଙ୍କ ଜାଣତରେ ଯାହା କରୁଛି ତାକୁ ଦେଖି କହିବାକୁ ଲାଜ ଲାଗୁଛି ଯେ, ଏମାନେ ଆମ ରକ୍ଷକ । ବିଶେଷକରି କମିଶନରେଟ ପୋଲିସ ପ୍ରତି ଏ ଆକ୍ଷେପ ଆଦୌ ଅସମିଚୀନ ନୁହେଁ ।
#Bhubaneswar #archananag #blackmail #Ed #Odisha #ArgusNews