#ଅର୍ଥ_ଅଭାବରୁ_ପୁଅର_ଚିକିତ୍ସା_ଯୋଗାଇ_ନପାରି_କାନ୍ଦୁଛନ୍ତି_ବାପା_ମା ।
ଗିରିଧାରୀ ଦେଉରୀଙ୍କ ଗୋଟିଏ ବୋଲି ରୋଜଗାରିଆ ପୁଅ ଅମର ଦେଉରି । ଦୀର୍ଘ 3 ବର୍ଷ ହେବ ବ୍ରେନ ଟ୍ୟୁମର ରୋଗରେ ପୀଡ଼ିତ ହୋଇ ଦୃଷ୍ଟିଶକ୍ତି ହରାଇବା ସହିତ ଅକ୍ଷମ ହୋଇ ପଡ଼ିରହିଛନ୍ତି। । ସରକ।ରଙ୍କ ସ।ହ।ଯ୍ୟକୁ ଅପେକ୍ଷ। କରିଛନ୍ତି ପରିବ।ର ଲୋକ ।
#ArgusNews #ArgusNewsTV #Odisha #Cuttack #Salepur #Tangi #needhelp #braintumor