ଘର ବାହୁଡ଼ିଲେ ବିରଳ ଅଲିଭ ରିଡଲେ ଶାବକ । ଅଲିଭ ରିଡଲେଙ୍କ ଘର ବାହୁଡା ଦୃଶ୍ୟ ବେଳାଭୂମିର ଶୋଭାକୁ ଯେମିତି ଦ୍ବିଗୁଣିତ କରୁଛି । ପୁରୀ କୃଷ୍ଣପ୍ରସାଦ ବେଳାଭୂମିରେ ଚଳିତ ବର୍ଷ ସମୁଦ୍ରକୁ ଗଲେ ୧ ହଜାର ୯୯୨ଟି ଅଲିଭ ରିଡଲେ ଶାବକ ।
#oliveridley #turtleshell #Puri #beach #Odisha #ArgusNews