ଦୀର୍ଘ 14 ବର୍ଷ ହେବ ଅସ୍ଥାୟୀ କାର୍ଯ୍ୟ କରୁଥିବା ଏହି ଆୟୁଷ ଡକ୍ଟର ସ୍ଥାୟୀ ନିଯୁକ୍ତି ପାଇଁ ଦାବି ମଧ୍ୟ କରିଥିଲେ । ତେବେ ଉପରିସ୍ଥ କର୍ମଚାରୀ ଆୟୁଷ ଡକ୍ଟରଙ୍କ ସହ ଆଲୋଚନା କରିବା ପରେ ଆଜି ଅଲ ଓଡିଶା ଆୟୁଷ ଡକ୍ଟର ଆସୋସିଏସନ ପକ୍ଷରୁ ଏହି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି
#AyushDoctor #Ayushdoctorassociation #PressMeet #Odisha #ArgusNews