ଖଲ୍ଲିକୋଟ ସହରରେ ଅନେକ ମଠ ଓ ମନ୍ଦିର ରହିଛି । ସେଥିମଧ୍ୟରୁ ଜଗନ୍ନାଥଙ୍କ ମନ୍ଦିରର ବିଶେଷତ୍ବ ରହିଛି ।ଐତିହ୍ୟ ସଂପର୍ଣ୍ଣ ଧାର୍ମିକ ସ୍ଥଳରେ ଶହ ଶହ ବର୍ଷ ପୂର୍ବରୁ ନିର୍ମିତ ମଠ ଓ ମନ୍ଦିର ସୁରକ୍ଷା ଓ ଦାୟିତ୍ୱ ହୀନତା ଯୋଗୁଁ ଆଜି ସତ୍ତା ହରାଇବାକୁ ବସିଲାଣି । ଦେଖିଵା ଏହି ରିପୋର୍ଟ
#ganjam #kholikote #heritage #temple #jagannathtemple #ArgusNews