ଅସମ୍ପୂର୍ଣ୍ଣ ଅବସ୍ଥାରେ ବ୍ରିଜ । ଦୀର୍ଘ ଅଢେଇ ବର୍ଷ ପରେ ବି ହୋଇନି ଅଧା କାମ । ସାମାନ୍ୟ ବର୍ଷା ହେଲେ ନାଳ ଉପରେ ପାଣି ଯାଉଥିବାରୁ ବାହ୍ୟ ଜଗତରୁ ବିଛିନ୍ନ ହେଉଛନ୍ତି ପ୍ରାୟ ୧୫ ହଜାରରୁ ଅଧିକ ଲୋକ । ବାରମ୍ବାର ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ
#ArgusNews #Odisha #sonpur