#ଅସରାଏ_ବର୍ଷାରେ_ଭାସୁଛି_ରାଜଧାନୀ
#ବିଏମସି_ଅବହେଳା_ପାଇଁ_ହନ୍ତସନ୍ତ_ହେଉଛନ୍ତି_ଲୋକେ
ସ୍ମାର୍ଟସିଟିର ସ୍ବପ୍ନ ଦେଖାଉଥିବା ରାଜ୍ୟ ସରକାରଙ୍କ ସହ ସ୍ମାର୍ଟସିଟି କର୍ତ୍ତୁପକ୍ଷ କେବେ ସହରକୁ ସ୍ମାର୍ଟସିଟିର ବାସ୍ତବ ରୂପ ଦେବେ ତାହାକୁ ସମସ୍ତଙ୍କ ଅପେକ୍ଷା । ବିଏମସିର ଅବହେଳା ପାଇଁ ଅସରାଏ ବର୍ଷା ହେଲେ ରାଜଧାନୀରେ ଜମି ରହୁଛି ପାଣି ।
#Bhubaneswar #BMC #SmartCity CMO Odisha #rain #drainageproblems #Odisha #ArgusNews