ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା। କିଛିଦିନ ତଳେ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ଯନ୍ତପାତି ଲଗାଯାଇଥିବା ଫଟୋ ବିଏମସି ପକ୍ଷରୁ ସୋସିଆଲ ମିଡିଆରେ ଛଡାଯାଇଥିଲା। ମାତ୍ର ଗତକାଲିର ଏହି ଦୃଶ୍ୟ ବାସ୍ତବତାକୁ ପଦାରେ ପକାଇଛି ।
#ArgusNews #Odisha #ArguNewsTV #BMC #rain #Bhubaneswar