#ପ୍ରଧାନମନ୍ତ୍ରୀ_ଫସଲବୀମାରେ_ଚଞ୍ଚକତା
ଅସଲି ନାଁରେ ନକଲି ନେଉଛି ଫାଇଦା I ଇନ୍ସ୍ୟରାନ୍ସ ଜଣଙ୍କ ନାଁରେ I ବ୍ୟବହାର କରୁଛି ଆଉ କିଏ ?ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ମାତିଛନ୍ତି ବୀମା ଲୁଟେରା । ଅନ୍ୟ ଜଣଙ୍କ ନାଁରେ ବୀମା କରି ଯୋଜାନର ଉଠାଉଛି ଆଉ କିଏ I
#ArgusNews #bolangir #Odisha Narendra Modi PMFBY