ପାଠରେ ଡୋରି ବାନ୍ଧି ଅଞ୍ଜଳି ମୁଣ୍ଡାଇଛନ୍ତି ପରିବାର ପ୍ରତିପୋଷଣର ଭାର । ଯେଉଁ ବୟସରେ ସାଙ୍ଗ ମେଳରେ ସମୟ ବିତୁଥାନ୍ତା ସେହି ବୟସରେ ହାଉସ କିପିଙ୍ଗ ଓ ପାର୍ଲରରେ କାମ କରି ୪ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ଦେଉଥିବା ଅଞ୍ଜଳି ଏବେ ଅସହାୟ ।
#ArgusNews #ArgusNewsTv #Odisha #Handicapped #GoodNews