ଅସହାୟ ଅବସ୍ଥାରେ ସମ୍ବଲପୁର ପୋଲିସ ହାଇସ୍କୁଲ। ନାହାନ୍ତି ଶିକ୍ଷକ। ରାତ୍ରୀ ଜଗୁଆଳିଙ୍କ ହାତରେ ଚାଲିଛି ସ୍କୁଲ । ଶିକ୍ଷକ ଅଭାବରୁ ଛାତ୍ରୀଛାତ୍ରୀ ସ୍କୁଲକୁ ଆସି ବସି ରହୁଛନ୍ତି। ଖାଲି ଶିକ୍ଷକ ଅଭାବ କାହିଁକି ଭିତ୍ତିଭୁମିରବି ରହିଛି ଘୋର ଅଭାଵ
#Sambalpur #PoliceHighSchool #TeacherProblem #Odisha #ArgusNews