ଯେଉଁ ଗିରୁଜୀ ପାଠ ପଢ଼ାଇ ଦିନେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢି ତୋଳିଥିଲେ ସେହି ଗୁରୁଜୀ ଏବେ ଅସହାୟ। ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡି ନୟାନ୍ତ ହେଲେ ବି କେହି ଶୁଣୁ ନାହାଁନ୍ତି । ଫଳରେ ପାଖାପାଖି ୯ ବର୍ଷ ହେବ ଗାଁ ଛାଡ଼ି ଭଡ଼ା ଘରେ ଜୀବନ କାଟୁଛନ୍ତି
#Kendrapara #teacher #helpless #Renthouse #ArgusNews