#ଠକିଦେଲେ_ମୋରଡ଼ା_ବିଧାୟକ ।
ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ଜଣେ ଗରିବ ହିତାଧିକାରୀଙ୍କୁ ଆବାସ ପ୍ରତିଶ୍ରୁତି ଦେଇ ଭୁଲିଗଲେ । ଏବେ ନିଜର 11 ବର୍ଷର ନାତୁଣିକୁ ଧରି ପର ପିଣ୍ଡାରେ ଆଶ୍ରୟ ନେଇଛନ୍ତି ମଯୂରଭଞ୍ଜ ମୋରଡା ବ୍ଲକର ବୁଦ୍ଧିଆ ଦେହୁରି
#Mayurbhanj #morada #awasscam #mla #ArgusNews