ସମୟର ଅପରାହ୍ନରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି ବୃଦ୍ଧା ଦମ୍ପତି । ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାଁ ତାଙ୍କ ଦୁଃଖ ଶୁଣିବାକୁ କିଏ ଅଛି । ଅଣ୍ଟାରେ ଆଉ ବଳ ନାହିଁ । ନଇଁ ନଇଁ ଚାଲୁଥିବା ଏହି ମହିଳା ତିନୋଟି ପୁଅ ଜନ୍ମ କରିଥିଲେ । ତାଙ୍କର ଏହି ଅବସ୍ଥାରେ ଟିକିଏ ଦାୟିତ୍ୱ ନେବା ପାଇଁ ହେଲେ ସମସ୍ତେ ତାଙ୍କୁ ପର କରିଦେଲେ ।
#Kendujhar #father #Mother #Helpless #son #Odisha #ArgusNews