#ମିଡିଲମ୍ୟାନଙ୍କ_ଇସାରାରେ_ଚାଲିଛି_ଶୀକାର_ସାମ୍ରାଜ୍ୟ
#ଶୀକାର_ପୂର୍ବରୁ_ଡିଲ_କରୁଛନ୍ତି_ମିଡିଲମ୍ୟାନ
ରାଜ୍ୟ ରୁ ଲୋପ ପାଇଯିବେ କି ବାଘ - ହାତୀ - ବଜ୍ରପାପ୍ତା ! ଏହି ପ୍ରଶ୍ନ ଏଇଥି ପାଇଁ ଉଠିଛି କାରଣ ରାଜ୍ୟର ବନଖଣ୍ଡ ଗୁଡିକରେ ଚାଲିଥିବା ଅଘୋଷିତ ଶିକାରୀ ରାଜ ଏହି ଦିଗ ଆଡକୁ ଇସାରା କରୁଛି ।
#Odisha #ArgusNews #forest #jungle #animal #AnimalRights #Hunter