#ଅସୁରକ୍ଷିତ_ସୀମା #ସଙ୍କଟରେ_ସ୍ବାଭିମାନ
#ଥରକୁ_ଥର_ଆନ୍ଧ୍ରର_ଅନଧିକାର_ଅନୁପ୍ରବେଶ
କୋଟିଆରେ ଆଧାର କାର୍ଡ ବାଂଟି ଆନ୍ଧ୍ର ଏହା ଜଣାଇବାକୁ ଚାହିଁଛି ଓଡିଶା ଭୂମିକୁ ସହଜରେ ଛାଡିବନି । ସେପଟେ ଗଜପତିର ମାଣିକପାଟଣାରେ ବି ଆନ୍ଧ୍ରର ଅନଧିକାର ପ୍ରବେଶ । ଅନ୍ୟପକ୍ଷରେ ପୁରା ଘଟଣା ଉପରେ କ୍ୟାମ୍ପ ପକାଇ ନଜର ରଖିଛି ଓଡିଶା ବରିଷ୍ଠ ନାଗରିକ ମହାମଂଚ ।
#Andhra #borderdispute #AndhraSarkar #CmoOdisha #SeniorCitizens #Odisha #ArgusNews