#ବିପଦରେ_ପ୍ରସିଦ୍ଧ_ହୁମା_ବକ୍ର_ମନ୍ଦିର_ର_କୁଢୋ_ମାଛ
ନଦୀ ଭିତରେ ବେଆଇନ ବିସ୍ଫୋରଣ ଯୋଗୁ କୁଢୋ ମାଛ ମରି ପାଣିରେ ଭାଷୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ । ସେପଟେ ବଢୁଥିବା ମାଛ ମୃତ୍ୟୁକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି।
#ArgusNews #Odisha #Sambalpur #humatemple #fishsafety