ଅସୁରିକ୍ଷିତ ବକୁଳବନ ଅସୁରକ୍ଷିତ ପାଞ୍ଚସଖା । ଆଉ ଖାଲି ପ୍ରତିଶୃତି ରେ ରହିଯାଇଛି ଓଡ଼ିଆ ବିଶ୍ଵବିଦ୍ୟାଳୟ। ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ କାହିଁକି ହୋଇପାରୁନି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଯାହା ଆଜି ସତ୍ୟବାଦୀ ର ବୁଦ୍ଧିଜୀବୀ ମାନଙ୍କ ମନରେ ପ୍ରଶ୍ନ
#ArgusNews #Odisha #ArgusNewsTV #Satyabadi #Puri #Bakulabana #Panchasakha #university