ଅହଂକାରୀ ଅତିରିକ୍ତ ତହସିଲଦାର। କେବେ ଆକସନ୍ ନେବ ଝାରସୁଗୁଡା ଜିଲ୍ଲା ପ୍ରଶାସନ,ନା ତଦନ୍ତ ଚାଲିଛି କହି ଘଟଣାକୁ ଚାପିଦେବେ। ଝାରସଗୁଡ଼ାରେ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ଅତିରିକ୍ତ ତହସିଲଦାର ମ୍ୟାଡମ୍ ମାଡ ମାରିବା ଭିଡିଓ ଭାଇରାଲ୍ ହୋଇଥିଲା।
#ArgusNews #ArgusTv #Odisha #Jharsuguda #Tahasildar #Viral_Video