ଅହଂକାରୀ ଅତିରିକ୍ତ ତହସିଲଦାର । କେବେ ଆକସନ୍ ନେବ ଝାରସୁଗୁଡା ଜିଲ୍ଲା ପ୍ରଶାସନ, ନା ତଦନ୍ତ ଚାଲିଛି କହି ଘଟଣାକୁ ଚାପିଦେବେ । ଝାରସଗୁଡ଼ାରେ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ଅତିରିକ୍ତ ତହସିଲଦାର ମ୍ୟାଡମ୍ ମାଡ ମାରିବା ଭିଡିଓ ଭାଇରାଲ୍ ହୋଇଥିଲା ।
#ArgusNews #Odisha #ArgusTv #Jharsuguda #Tahsildar #dabanggiri