#ଆଇଆଇଆସିଙ୍କ_ତୁମୁଳକାଣ୍ଡ
#ଗଣ_ମାଧ୍ୟମ_ପ୍ରତିନିଧିଙ୍କୁ_ଉଠାଇଲେ_ହାତ
ରାସ୍ତା ଉପରେ ଗାଡ଼ି ରଖି ନିଶାସକ୍ତ ହୋଇ ଅସଭ୍ୟ ଭାଷାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କଲେ ଗାଳିଗୁଳଜ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବନ୍ଦର ମେରାଇନ ଥାନାର ଆଇଆଇଆସି ଅଜୟ ଚନ୍ଦ୍ର ମୁଦୁଲିଙ୍କ ଉନ୍ମକ୍ତକାଣ୍ଡ ଦେଖିବାକୁ ମିଳିଛି ।
#ArgusNews #Odisha #Jagatsinghpur #IIC #police