ମଦ ପିଇ ମାତିଲେ ଆଇଆଇସି ଅଜୟ ମୁଦୁଲି । ମଦ ପିଇ ହଙ୍ଗାମା କରୁଥିବା ସମୟରେ ଏହି ଦୃଶ୍ୟକୁ ଅର୍ଗସ ପ୍ରତିନିଧି କ୍ୟାମେରାରେ କଏଦ କଲାବେଳେ ଅର୍ଗସ ପ୍ରତିନିଧିଙ୍କୁ ମାଡ ମାରିବା ସହ ଠେଲାପେଲା କରି ସାଧରଣ ଲୋକଙ୍କୁ ଗାଳିଗୁଲଜ କରିଥିଲେ ।
#ArgusNews #Odisha #jagatsingpur #iic #misbehavejournalist