ଓଡ଼ିଶାର ପରିବହନ ଭିତିଭୂମିର ସର୍ବେକ୍ଷଣ କରିବା ସହ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରାଯିବ।ଏହି ଲଜିଷ୍ଟିକ ଭିତ୍ତିଭୂମି ସର୍ଵେକ୍ଷଣ ପାଇଁ ଓଡିଶା ସରକାର ଓ ରାଇଟସ ଲିମିଟେଡ଼ ସହ ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।
#infrastructure #transport #survey #logistics #IndianChamberOfCommerce #ArgusNews