#ଜଳୁଛି_ଚୁଲି
#ଚୁଲି_ଉପରେ_ବସିଛି_ଗୁଡ_ଭର୍ତି_ପାତ୍ର
#ଯେଉଁଥିରେ_ଗୁଡକୁ_ଗରମ_କରାଯାଉଛି
ଆଉ ଦିନକ ପରେ ମୟୂରଭଞ୍ଜର ଗଣପର୍ବ ମକର । ମକର ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପାଳିତ ହୋଇଥାଏ । ଏହି ପର୍ବର ମୁଖ୍ୟ ସାମଗ୍ରୀ ହେଉଛି ତିଳଉ । ଯାହା ପୁରା ମକର ପର୍ବକୁ ଦେଇଥାଏ ନୂତନ ମହକ । ତେବେ ତିଳଉର ଏନ୍ତୁଡିଶାଳରୁ କିପରି ଆସୁଛି ମକର ମହକ ଦେଖନ୍ତୁ ଆମର ଏହି ରିପୋର୍ଟ ।
#Mayurbhanj #Makarfestival #Odisha #ArgusNews