#ପ୍ଲାଷ୍ଟିକ_ବନ୍ଦ_ପାଇଁ_କେନ୍ଦ୍ର_ସରକାରଙ୍କ_ବଡ_ପଦକ୍ଷେପ।
ଆଉ ବ୍ୟବହାର ହେବ ନି ସିଙ୍ଗିଲ ୟୁଜ ପଲିଥିନ। ଗତକାଲି ଠାରୁ ସମଗ୍ର ଦେଶରେ ସିଙ୍ଗଲ ୟୁଜ ପଲିଥିନ ଏବଂ ପ୍ଲାଷ୍ଟିକ ବନ୍ଦ କରିବା ଅଭିଯାନ ଆରମ୍ଭ ହୋଇଛି । ବିଶେଷ କରି ଟ୍ବିନ ସିଟିକୁ ପଲିଥିନ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଏମସି ଓ ସିଏମସି । ଆଜି କଟକରେ ବିଭିନ୍ନ ସ୍ଥାନରେ ସିଏମ୍ସି ପକ୍ଷରୁ ଚଢାଉ କରାଯାଇଛି ।
#Odisha #ArgusNews #PolytheneBan #CMC #Cuttack