#ଆଖିକୁ_ନିଦ_ଆସିଲେ_ସ୍ୱପ୍ନରେ_ଆସୁଛି_ନାଗ
#ନାଗ_ଦେବତା_ତାଙ୍କୁ_ଗୋଡେ_ଗୋଡେ_ଜଗୁଛନ୍ତି
ମନ୍ଦିର ହୁଣ୍ଡିରୁ ଚୋରି କରିବା ପରେ ସାପ ତାଙ୍କୁ କଲବଲ କରୁଥିବା କଥା ପୁଲିସ ପାଖରେ ସ୍ୱୀକାର କଲା ଚୋର । ପୁଲିସ ଠାରୁ ସାପ ଡର ବଳି ପଡିଲା । CCTVରେ କଏଦ ହେଲା ଚୋରିର ଦୃଶ୍ୟ ।
#Snake #SomnathMahadev #Miracle #Thief #Temple #Hundi #Odisha #ArgusNews #fear