#ନା_ଏଭଳି_ଦୃଶ୍ୟ_କେଉଁଠି_ଆପଣ_ଦେଖିଥିବେ
#ନା_ଏଭଳି_ପାଣି_କେଉଁଠି_ପିଇଥିବେ
ଦଳ ସାଲୁବାଲୁ, କାଦୁଲ ବିଲର ଏହି ପାଣି ଏବେ 100 ପରିବାରର ଶୋଷ ମେଣ୍ଟାଉଛି । ଇଏ ଦୃଶ୍ୟ ହେଉଛି, କୋଟପାଡ ବ୍ଲକ ଏସବି ନୂଆଗାଁର 7 ନମ୍ବର ଗାଁ । ବିଡ଼ମ୍ବନା ଏତେ ଲୋକଙ୍କ ପାଇଁ ଗାଁରେ ଥିବା ଦୁଇଟି ନଳକୂପରୁ ଗୋଟିଏ ଅଚଳ, ଅନ୍ୟ ଗୋଟିଏରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ ।
#Koraput #kotpad #waterissue #drinkingwater #CMOOdisha #Odisha #ArgusNews