#ଆଖିର_ଲୁହ_ଓଠରେ_ଚାପି_ଧରିଛି_ଶେଫାଳି
ବଞ୍ଚିବା ପାଇଁ ସେଫାଳିର ସଂଘର୍ଷ । କୋଳରେ 4 ବର୍ଷର ପୁଅ । ତଥାପି ଦୁଃଖରେ ଭାଙ୍ଗି ପଡିନାହାଁନ୍ତି କି ହାର୍ ମାନିନାହାଁନ୍ତି । ନିଜ ପୁଅକୁ ପାଠ ପଢାଇ ମଣିଷ କରିବାକୁ ସେ ନେଇଛନ୍ତି ନିଷ୍ପତ୍ତି । ଏଥିପାଇଁ ବିଡି ବାନ୍ଧି ଦିନ ରାତି ପରିଶ୍ରମ କରୁଛନ୍ତି ସେଫାଳି । ଆଉ ସେଫାଳିଙ୍କ ଏହି ସଂଘର୍ଷରେ ଛିଡା ହୋଇଛନ୍ତି ତାଙ୍କ ସାହି ପଡିଶା ।
#shephali #Malkangiri #lifeproblem #bussiness #nibourhood #babychild #odisha #ArgusNews