କଥାରେ ଅଛି ଜୀବନ ଲମ୍ବା ନୁହେଁ, ବଡ଼ ହେବା ଆବଶ୍ୟକ। ପତ୍ନୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କରି ତାଙ୍କ ଜୀବନକୁ ଢେର ବଡ଼ କରି ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଶିବ କୁମାର ଦାସ । ହୃଦଘାତରେ ପତ୍ନୀ ପ୍ରଣୀତା ଶନିବାର ରାତିରେ ଆଖି ବୁଜିଲା ପରେ ପତ୍ନୀଙ୍କ ଶେଷ କଥାକୁ ସମ୍ମାନ ଦେଇ ଆଖି ଯୋଡିକ ଦାନ କରିଛନ୍ତି ଶିବ୍।
#Odisha #ArgusNews #Obituary #Eyedonate