#ଗୀତ_ମିମିକ୍ରିରେ_ବଳୁଆ_ଭୀମ
କେବେ ଦେଖିନି କି ଦେଖିପାରିବନି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ । ତଥାପି ସେ ଅବିକଳ ନକଲ କରିପାରେ ସେମାନଙ୍କୁ । ନିଜେ ନଶୁଣିଲେ ବିଶ୍ବାସ କରିପାରିବେନି ଏହି ଅନ୍ଧ ଭୀମଙ୍କ ମିମିକ୍ରି କମାଲକୁ ।
#jharsuguda #Bhima #viralboy #singer CMO Odisha PMO India #mimicry #Odisha #ArgusNews