ଅନୁଗୁଳରେ ଆଖୁ ଖାଇବାକୁ ଆସି ଫଶିଗଲା ଭାଲୁ । ଛେଣ୍ଡିପଦାର ଝିଣ୍ଟିପାଳ ଗାଁରେ କାଲି ରାତିଠୁ କୂଅରେ ଭାଲୁଟି ପଡ଼ିଯାଇଥିବା କୁହାଯାଉଛି । ଆଜି ସକାଳୁ ଭାଲୁକୁ ଗ୍ରାମବାସୀ ଦେଖିବା ପରେ ବନବିଭାଗକୁ ସୂଚନା ଦେଇଛନ୍ତି ।
#bear #Angul #sugarcane #fallenintowell #forestdepartment #ArgusNews