ମାଟି ଦୀପ ତିଆରି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି କୁମ୍ଭାର ଶ୍ରେଣୀର ଲୋକେ। ଲକ୍ଷାଧିକ ଟଙ୍କାର ଦୀପାଳି ତିଆରି କରି ଗଛିତ ରଖିଛନ୍ତି । କିନ୍ତୁ ମାଟି ଦୀପର ଚାହିଦା କମିଥିବାରୁ ବ୍ୟବସାୟ ମାନ୍ଦା ପଡିଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଭଞ୍ଜନଗରରୁ ଦେଖିବା ଏହି ରିପୋର୍ଟ
#Ganjam #Bhanjanagar #Diwali #Odisha #ArgusNews