ଆଗେଇ ପାରୁନି ଝାରସୁଗୁଡା ଏୟାରପୋର୍ଟ ସମ୍ପ୍ରସାରଣ କାମ । ବାଧକ ସାଜିଛି ଜମି ହସ୍ତାନ୍ତର ପ୍ରକ୍ରିୟା ।ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହାୟତା ଲୋଡିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ଆବଶ୍ୟକ ରହିଛି ୧୭୮ ଏକର ଜମି
#jharsuguda #Airport #DevelopmentWork #LandProblem #JyotiradityScindia #CMNaveenPattnaik #Odisha #ArgusNews