ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ସ୍ୱରୂପ ଭାରତୀୟ ଡାକ ବିଭାଗ ଅକ୍ଟୋବର 11 ତାରିଖରୁ 17 ଯାଏ ଜାତୀୟ ଡାକ ସପ୍ତାହ ପାଳନ କରୁଅଛି. ପ୍ରତ୍ୟେକ ଦିନ କିଛି ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଯଥା ଆର୍ଥିକ ସମାବେଶ, ଡାକଟିକଟ ସଂଗ୍ରହ, ମେଲ ତଥା ପାର୍ସଲ ଆଦିକୁ ନେଇ ଦେଶର କୋଣ ଅନୁକୋଣରେ ଲୋକଙ୍କୁ ସାମୁହିକ କରାଯିବା ସହ ସ୍ପିରିଟ ଅଫ ଇଣ୍ଡିଆ @75 କାର୍ଯ୍ୟକ୍ରମ ପାଳନ କରାଯାଉଛି
#AmrutMahotsav #Odisha #ArgusNews