ଆଜି ପୁଣି ଖୋଳାହେବ ପୁରୀ ଏମାର ମଠ । ଗୁପ୍ତଧନ ଆଶାର ଯାଞ୍ଚ କରିବ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ । 2011ରେ 552 ଓ ଗତବର୍ଷ ମିଳିଥିଲା 45 ଖଣ୍ଡ ରୂପାଇଟା । ଆଜି ପୁର୍ନବାର ଅତ୍ୟାଧୁନିକ ମେଟାଲ୍ ଡିଟେକ୍ଟର ଯୋଗେ ଚିହ୍ନଟ ସ୍ଥାନକୁ ଯାଞ୍ଚ ।
#Puri #EmarMath #reopened #investigation #ArgusNews