ଆଜି ବିଶ୍ବ କର୍କଟ ଦିବସ । ଏହି ଅବସରରେ ଆପୋଲ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି ସାଇକେଲ ରାଲି । ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ସବୁଠି ବିଶ୍ବ କ୍ୟାନସର ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଗଣ ଦୌଡ ଏବଂ ସାଇକେଲ ରାଲି ଆପୋଲ ହସ୍ପିଟାଲ ପକ୍ଷରୁ ଆୟୋଜିତ ହୋଇଛି
#Cancerday #ApolloHospital #Cayclerally #WorldCancerDay #ArgusNews