ଭିନ୍ନକ୍ଷମତା ଏକ ଅଭିଶାପ ନୁହେଁ, ବରଂ ଏହା ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିଦେଖାଇବାର ଆହ୍ବାନ ସୃଷ୍ଟି କରେ । ତେଣୁ ଭିନ୍ନକ୍ଷମତାକୁ ଧିକାର ନକରି ତାସହିତ ବଚିଂବାର କଳା ଶିଖିବା ଉଚିତ୍ । ଭଗବାନ ପ୍ରତ୍ୟେକ ମଣିଷକୁ ଏକ ଭିନ୍ନ ଦକ୍ଷତା ଦେଇଛନ୍ତି । କେବଳ ସେହି ଦକ୍ଷତାକୁ ଚିହ୍ନି ତାଙ୍କୁ ନୂଆ ବାଟ ଦେଖାଇବା ଆବଶ୍ୟକ।
#WorldHearingDay #celebrate #awareness #communication #different #disability #treated #ArgusNews