#ଆଜି_ମଧ୍ୟପ୍ରଦେଶରୁ_ପ୍ରେମିକା_ସହ_ଓଡିଶା_ଫେରିଛି_ସ୍ୱିଗିବୟ
ନିଜେ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟିଙ୍କୁ ମଧ୍ୟପ୍ରଦେଶରୁ ଆଜି ସକାଳେ ଭୁବନେଶ୍ବର ଅଣାଯାଇଛି । ପ୍ରେମିକା ସହ ତାକୁ ଭୁବନେଶ୍ବର ଅଣାଯାଇଛି ।
#swiggy #deliveryboy #kidnapping #CommissioneratePolice #falsekidnap #MadhyaPradesh #abducted #Bhubaneswar #Odisha #ArgusNews