ଆଜି ସତେଜ ସକାଳର ଅତିଥି ସଂଜିତା ମିଶ୍ର। ଜଣେ ଶସ୍ତ୍ରୀୟ କଣ୍ଠଶିଳ୍ପୀ ଭାବେ ବେଶ ପରିଚିତ। ଏହାସହ ଅନେକ ଭଜନରେ ସେ ଅଭିନୟ ମଧ୍ୟ କରିଛନ୍ତି। ଅଲ ଇଣ୍ଡିଆ ରେଡିଓରେ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ଭଜନ ବ୍ୟତୀତ ଆଧୁନିକ ଗିୀତ ମଧ୍ୟ ଗାଇଛନ୍ତି ସଂଜିତା।
#satejSakala #Guest #Singer #SanjitaMishra #classicalvocalist #modernsongs #AllIndiaRadio #Odisha #ArgusNews