ଆଜି ସୁନାବେଶରେ ଭଗ୍ନ କିରିଟି ପରିଧାନ କରି ଦର୍ଶନ ଦେଲେ ମହାପ୍ରଭୁ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କିରିଟିର ବାମ ପାର୍ଶ୍ବରେ ଦୁଇଟି କିଆ ପାଖୁଡା ପରେ ଅର୍ଥାତ ତୃତୀୟ କିଆ ପାଖୁଡାଟି ନଥିବା ଜଣାପଡିଛି। ପାଖୁଡାଟି ରଥ ନିକଟରେ ଭାଙ୍ଗି ଖସିପଡିଥିବା ଜଣାପଡିଛି । ବହୁ ପୁରାତନ କିରିଟି ହୋଇଥିବାରୁ ଏହା ଭାଙ୍ଗିଛି।
#ArgusNews #SunaBesa #Puri #JagannathDham