#ଆଜି_ହେଉଛି_ଦଶହରାର_ସପ୍ତମୀ_ପୂଜା
ସପ୍ତମୀରେ ଆଜି ନବପତ୍ରିକା ପୂଜା ସହିତ ମାଙ୍କ ମୃମୟୀ ମୃର୍ତ୍ତି ଲାଗି ଚକ୍ଷୁ ଦାନ କରାଯାଇଛି । କଟକ ଖାନାଗର କାଠଯୋଡୀ ନଦୀର ଦେବୀଗଡାରୁ ଘଟ ପୂଜା ହୋଇ ଆସିବା ପରେ । ନବପତ୍ରିକା ପୂଜା ସହିତ ମା"ଙ୍କୁ ଆବାହନ କରାଯାଇଥିଲା ।
#Cuttack #durgapuja #Mahasaptami #Odisha #ArgusNews