ଆଜିକୁ ୧୫ ବର୍ଷ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ଆଠ ପରିବାର । ୫ ବର୍ଷ ହେବ ଖୁଣ୍ଟ ପୋତାଯାଇ ତାର ଟଣା ସରିଛି । ସରକାର ଗରିବ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ଦେବାପାଇଁ ସୌଭାଗ୍ୟ ଯୋଜନା ମାଧ୍ୟମରେ ବିଦ୍ୟୁତ ଯୋଗାଇ ଦେଉଛନ୍ତି । ହେଲେ ଏହି ଆଠ ପରିବାରର ଲୋକଙ୍କ ପାଇଁ ସତେ ଯେମିତି ସାତ ସପନ ପାଲଟିଛି ବିଜୁଳି ଆଲୁଅ।
#ArgusNews #Odisha #ElectricitySupply #baleswar